କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତ କରି ମାଁ ସମଲେଶ୍ବରୀ ଙ୍କୁ ଦଶନ କଲେ । ମାଁ ଙ୍କୁ ପୁଜା ଅଚ୍ଚନା ପରେ ଆଜାଦି କି ଅମୃତ ମହୋତ୍ସବ ଅବସରେ ଜାତୀୟ ପତାକା ବଣ୍ଟନ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ ।
#DharmendraPradhan #sambalpur #HarGharTrianga #Odisha #ArgusNews